ରାଜଧାନୀ ରାଜରାସ୍ତାରେ ହକ୍ ପାଇଁ ଶିକ୍ଷକଙ୍କ ସଂଘର୍ଷ : ବ୍ଲକ୍ ଗ୍ରାଂଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅହୋରାତ୍ର ଧାରଣା

25

କନକ ବ୍ୟୁରୋ : ରାଜଧାନୀରେ ରାଜରାସ୍ତାରେ ହକ୍ ପାଇଁ ସଂଘର୍ଷ କରୁଛନ୍ତି ଶିକ୍ଷକ । ବ୍ଲକ୍ ଗ୍ରାଂଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଅହୋରାତ୍ର ଧାରଣା ଜାରି ରଖିଛନ୍ତିି ଶିକ୍ଷକ । ଶିକ୍ଷକ ସଂଘ ଆନ୍ଦୋଳନ ୪ ଦିନରେ ପହଂଚିଛି । ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଗତକାଲି ଥିବା ବେଳେ ଧାରଣାସ୍ଥଳରେ ପହଂଚିଛନ୍ତି ବିଧାୟକ ସଂଜୟ ଦାଶବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ନିବେଦନ କରିଥିଲେ ।

ତେବେ ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ନେଇଛି ସଂଘ । ବୁଧବାର ଠାରୁ ହଜାର ହଜାର ଶିକ୍ଷକ ରାଲି ଆସି ଧାରଣା ବସିଛନ୍ତି ।