ଖୁବ୍ ଶୀଘ୍ର ନିର୍ମିତ ହେବାକୁ ଯାଉଛି ସିନେମା ‘ତନ୍ନୁ ୱେଡସ ମନ୍ନୁ- ୩’ !

ଖୁବ୍ ଶୀଘ୍ର ନିର୍ମିତ ହେବାକୁ ଯାଉଛି ସିନେମା ‘ତନ୍ନୁ ୱେଡସ ମନ୍ନୁ- ୩’ !

source: news18.com

ଖୁବ୍ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବଲିଉଡ ସିନେମା ‘ତନ୍ନୁ ୱେଡସ ମନ୍ନୁ’ର ତୃତୀୟ ସଂସ୍କରଣ । ସିନେମାର ନିର୍ମାତା ଆନନ୍ଦ ରାୟ ଖୁବ୍ ଶୀଘ୍ର ସିନେମାଟିର ତୃତୀୟ ସଂସ୍କରଣ ନେଇ କାମ ଆରମ୍ଭ କରିବେ ।

ମାତ୍ର ଏବେ ଖବର ଆସିଛି ‘ତନ୍ନୁ ୱେଡସ ମନ୍ନୁ’ର ପ୍ରଥମ ଓ ଦ୍ୱିତୀୟ ସିରିଜରେ ଲିଡ ରୋଲରେ ଥିବା କଙ୍ଗନା ତୃତୀୟ ସିରିଜରେ ଦେଖିବାକୁ ମିଳିବେନି । ସେହପିରି ଏହି ସିନେମାର ନିର୍ଦ୍ଦେଶନା ଦେବେ ହିମାଂଶୁ ଶର୍ମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe