ଖୁବ୍ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ବଲିଉଡ ସିନେମା ‘ତନ୍ନୁ ୱେଡସ ମନ୍ନୁ’ର ତୃତୀୟ ସଂସ୍କରଣ । ସିନେମାର ନିର୍ମାତା ଆନନ୍ଦ ରାୟ ଖୁବ୍ ଶୀଘ୍ର ସିନେମାଟିର ତୃତୀୟ ସଂସ୍କରଣ ନେଇ କାମ ଆରମ୍ଭ କରିବେ ।
ମାତ୍ର ଏବେ ଖବର ଆସିଛି ‘ତନ୍ନୁ ୱେଡସ ମନ୍ନୁ’ର ପ୍ରଥମ ଓ ଦ୍ୱିତୀୟ ସିରିଜରେ ଲିଡ ରୋଲରେ ଥିବା କଙ୍ଗନା ତୃତୀୟ ସିରିଜରେ ଦେଖିବାକୁ ମିଳିବେନି । ସେହପିରି ଏହି ସିନେମାର ନିର୍ଦ୍ଦେଶନା ଦେବେ ହିମାଂଶୁ ଶର୍ମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/himanshu_sharma_.jpg)