Browsing Tag

ପଦ୍ମପୁର ଫାଇଟ୍

ଆସନ୍ତାକାଲି ଆସିବ ପଦ୍ମପୁର ଫଳ । ଇଭିଏମ୍ ଖୋଲିଲେ ଜଣାପଡ଼ିବ ପଦ୍ମପୁରରେ କାହାକୁ ନେତା ବାଛିଲେ ଜନତା

କନକ ବ୍ୟୁରୋ : ଆସନ୍ତାକାଲି ଆସିବ ପଦ୍ମପୁର ଫଳ । ଇଭିଏମ୍ ଖୋଲିଲେ ଜଣାପଡ଼ିବ ପଦ୍ମପୁରରେ କାହାକୁ ନେତା ବାଛିଲେ ଜନତା । ଫଳାଫଳ ଆସିବା ପୂର୍ବରୁ କିନ୍ତୁ ଏପଟେ ନିଜ ନିଜ ହିସାବରେ ଅଙ୍କକଷି ବିଜୟର ଦମ୍ଭ ଦେଖାଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଏହି ବୟାନବାଜି ଭିତରେ କିନ୍ତୁ,…

ସୁରଙ୍କ ଭବିଷ୍ୟବାଣୀ । ପଦ୍ମପୁରରେ ବିଜେଡି ୧ ଓ ବିଜେପି ୨ ନମ୍ବରରେ ରହିବ । ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବ କଂଗ୍ରେସ…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନର ଫଳାଫଳ କଣ ହେବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍କଣ୍ଠା ବଢିଛି । କାରଣ ଏହି ଫଳାଫଳ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବଡ ଧରଣର ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱ…

ଇଭିଏମରେ ସିଲ୍ ପଦ୍ମପୁର ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଗଣତି ପୁର୍ବରୁ କିଏ ଜିତିବେ ଚାଲିଛି ଅଙ୍କକଷା

କନକ ବ୍ୟୁରୋ : ପଦ୍ମପୁରରେ ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ସିଲ କରି ଷ୍ଟ୍ରଗରୁମକୁ ପଠାଇ ଦିଆଯାଇଛି । ଗଣତି ପର୍ଯ୍ୟନ୍ତ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ରହିବ ଏହିସବୁ ଇଭିଏମ । ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ଉପନିର୍ବାଚନରେ ଲଢ଼େଇ ହୋଇଛି । କିନ୍ତୁ ଧାମନଗର ଉପନିର୍ବାଚନରେ ବିଜେପି…

ପଦ୍ମପୁରରେ ଅଳ୍ପବ୍ୟବଧାନରେ ଜିତିବ ବିଜେଡି । ନିର୍ବାଚନ ପରେ ବିସ୍ଫୋରକ ବୟାନ ଦେଲେ ବିଜେପି ନେତା ଖାରବେଳ ସ୍ୱାଇଁ ।

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଶେଷ ହୋଇଥିବା ବେଳେ କିଏ ବିଜୟ ଟୀକା ପିନ୍ଧିବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି । କାରଣ ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ରୋଚକ ମୋଡକୁ ନେଇପାରେ । ଉଭୟ ବିଜେପି ଓ ବିଜେଡି ପାଇଁ ଏହି ନିର୍ବାଚନର ଫଳାଫଳ ବେଶ ଗୁରୁତ୍ୱବହନ କରୁଛି…

ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଜାରି : ସକାଳ ୯ଟା ସୁଦ୍ଧା ୮.୫୦% ମତଦାନ; ବୁଥ ଆଗରେ ଭୋଟରଙ୍କ ଭିଡ଼

କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପରୀକ୍ଷା । ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି । ଅପରାହ୍ନ୍ଣ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ସକାଳ ୯ଟା ସୁଦ୍ଧା ୮ ଦଶମିକ ୫୦…

ପଦ୍ମପୁରରେ ସରିଲା ପ୍ରଚାର । ଶେଷଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ସେପଟେ ଘର ଘର ବୁଲି ପ୍ରଚାର କଲେ ବର୍ଷା

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଶେଷ ଦିନରେ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ସବୁଦଳର ହେବିୱେଟ୍ ନେତା ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ହେଲେ ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…