ଆଇଏସ୍ ମୁକ୍ତ ଇରାକ୍ ! ମୂଳୋତ୍ପାଟନ ପାଇଁ ଅପରେସନ ଜାରି
କନକ ବ୍ୟୁରୋ : ସମଗ୍ର ବିଶ୍ୱକୁ ଆତଙ୍କରେ ଥରହର କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ଏବେ ଇରାକରୁ ମୂଳପୋଛ ହୋଇଯାଇଛି । ଇରାକରେ ଆଇଏସର ଶେଷଗଡ଼ କୁହାଯାଉଥିବା ଅଲ୍ କଇମ ଏବଂ ରାବାରୁ ଅଂଚଳରୁ ଏହାକୁ ହଟାଇବା ପାଇଁ ଇରାକ୍ ସେନାର ବଡ଼ ଧରଣର ଅଭିଯାନ ସଫଳ ହୋଇଛି । ଅଲ୍…