Browsing Tag

diwali-celebration

ଭାରତରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ ଦୀପାବଳୀ, କେଉଁଠି ବୁଢୀ ଦୀୱାଲି ତ ଆଉ କେଉଁଠି ଦିୟାରୀ ।

ଭାରତରେ କିଛି ସ୍ଥାନରେ ଦୀପାବଳୀକୁ ଅଜବ ଢଙ୍ଗରେ ପାଳନ କରାଯାଏ । ହିମାଚଳପ୍ରଦେଶର କିଛି ସ୍ଥାନରେ ଦୀପାବଳୀକୁ ବୁଢୀ ଦୀୱାଲି କୁହାଯାଉଥିବା ବେଳେ ଛତିଶଗଡର ଏକ ଗାଁ ରେ ଦୀପାବଳୀର ପାଞ୍ଚଦିନ ପୂର୍ବରୁ ହିଁ ଏହି ପର୍ବ ପାଳନ କରାଯାଏ । ପଶ୍ଚିମବଙ୍ଗରେ ଦୀପାବଳୀର ୧୫ ଦିନ ପୂର୍ବରୁ ହିଁ ପର୍ବ…

ଭାରତରେ କିପରି ଭାବରେ ପାଳନ କରାଯାଏ କାଳୀପୂଜା?

କନକ ବ୍ୟୁରୋ : ସାଧାରଣତଃ ଭାବରେ ଭାରତରେ ଅନେକ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ବର୍ଷସାରା ଏପରି ପୂଜା କରିବାର ବିଧି ଭାରତୀୟ ସଂସ୍କୃତିରେ କାହିଁ କେତେ ଦିନରୁ ରହିଆସିଛି । ତେଣୁ ଭାରତୀୟମାନେ ନିଜ ପରମ୍ପରା ଅନୁସାରେ କାର୍ତିକ ମାସରେ କାଳୀପୂଜା କରିଥାଆନ୍ତି । କୋଣ ଅଣୁକୋଣରେ…

ଭାରତରେ କାହିଁକି ଦୀପାବଳୀରେ ପୂଜା ହୁଅନ୍ତି ମା’କାଳୀ?

କନକ ବ୍ୟୁରୋ : ସାରା ଦେଶରେ ବହୁ ଆଡମ୍ବରରେ ପାଳନ କରାଯାଏ କାଳୀପୂଜା । ତେବେ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ଏପରି ପୂଜା କରାଯାଏ? ଏଠାରେ କହିରଖୁଛୁ ଯେ, ପାର୍ବଣ କହିଲେ କେବଳ ଦୁର୍ଗାପୂଜାକୁ ବୁଝାଏ ନାହିଁ କାଳୀପୂଜା ମଧ୍ୟ ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଶାସ୍ତ୍ର ଅନୁସାରେ…

ଦୀପାବଳୀ : ଯୁଗ ଯୁଗରୁ ଅନ୍ଧକାର ଉପରେ ପ୍ରକାଶର ପ୍ରଭାବ ପକାଇଛି ଦୀପାବଳୀ ।

ପର୍ବମାନଙ୍କ ମଧ୍ୟରେ ଦୀପାବଳୀ ହେଉଛି ସବୁଠାରୁ ବଡ ଏବଂ ପ୍ରମୁଖ ପର୍ବ । ବର୍ତ୍ତମାନ ନୁହେଁ ଯୁଗ ଯୁଗରୁ ଏହି ପର୍ବ ପାଳନ ହୋଇ ଆସୁଅଛି । ଯାହାର ପ୍ରମାଣ ଏହି ପୌରାଣିକ କଥାବସ୍ତୁରୁ ଶୁଣିବାକୁ ମିଳେ । ତେବେ ପଢନ୍ତୁ ଏଭଳି ଦୀପାବଳୀ ପର୍ବ ସହ ଜଡିତ ଥିବା କିଛି ପୌରାଣିକ କଥାବସ୍ତୁ । ୧ .…

ଦୀପାବଳୀ : ଦୀପାବଳୀ ପର୍ବର ୭ ପ୍ରମୁଖ ଐତିହାସିକ ଘଟଣା ।

ପ୍ରାଚୀନ ସଂସ୍କୃତି ଏବଂ ପରମ୍ପରାର ବିଶେଷ ଉଦାହରଣ ହେଉଛି ଭାରତରେ ପାଳନ କରାଯାଉଥିବା ପର୍ବପର୍ବାଣୀ । ହସ ଏବଂ ଉଲ୍ଲାସ ମଧ୍ୟରେ କେତେବେଳେ କେଉଁ ପର୍ବ ନୂତନ ରଙ୍ଗ ନେଇ ଲୋକଙ୍କ ମନରେ ଆନନ୍ଦର ଶ୍ରୋତ ଢାଳିଦିଏ । ତେବେ ଏହି ପର୍ବମାନଙ୍କ ମଧ୍ୟରେ ଦୀପାବଳୀ ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ…