Browsing Tag

ଧାମନଗର

କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହେଲା ଭୋଟ୍ ଗଣତି; ପ୍ରଥମେ ପୋଷ୍ଟାଲ ବାଲଟ ଗଣତି

କନକ ବ୍ୟୁରୋ : କିଏ ଜିତିବ ଧାମନଗର ବାଜି । ନେତାଙ୍କ ଛାତି ଧଡଧଡ । ଆରମ୍ଭ ହେଲା ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି ରାଉଣ୍ଡରେ ହେବ…

କିଏ ଜିତିବ ଧାମନଗର ବାଜି, ନେତାଙ୍କ ଛାତି ଧଡଧଡ : ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି; ବିଜୟୀ ନେଇ ବିଜେଡି-ବିଜେପି…

କନକ ବ୍ୟୁରୋ : କିଏ ଜିତିବ ଧାମନଗର ବାଜି । ନେତାଙ୍କ ଛାତି ଧଡଧଡ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୧୮ଟି…

ଧାମନଗର ଉପନିର୍ବାଚନ ଫଳାଫଳ ପୂର୍ବରୁ ହିଂସା : ତିହିଡି ଥାନା ତଳଗୋପବିନ୍ଧାରେ ମରଣାନ୍ତକ ଆକ୍ରମଣ; ୨ ଆହତ

କନକ ବ୍ୟୁରୋ : ଧାମନଗରରେ ଆସନ୍ତାକାଲି ଭୋଟ ଗଣତି । ହେଲେ ଏହା ପୂବ ର୍ରୁ ଧାମନଗର ତିହିଡିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତିହିଡି ତଳଗପବିନ୍ଧା ଗାଁରେ ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେପି ସମର୍ଥକଙ୍କୁ ଗତକାଲି ବିଳମ୍ବିତ ରାତିରେ…

ଧାମନଗର ଉପନିର୍ବାଚନରେ ୬୬.୬୩% ମତଦାନ : ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷାରେ ସବୁ ଇଭିଏମ; ଭୋଟ ଗଣତିକୁ ଅପେକ୍ଷା

କନକ ବ୍ୟୁରୋ : ଧାମନଗର ପାଇଁ ନେତା ବାଛିଛନ୍ତି ଧାମନଗରର ଭୋଟର । କଡା ସୁରକ୍ଷା ମଧ୍ୟରେ ଗତକାଲି ସରିଛି ଧାମନଗର ଉପନିର୍ବାଚନ । ମୋଟ ୬୬. ୬୩ ପ୍ରତିଶତ ଭୋଟିଂ ହୋଇଛି । ଆଉ ଇଭିଏମରେ ସିଲ୍ ହୋଇଯାଇଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୫ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୭ଟା…

ନେତା ବାଛିଲା ଧାମନଗର । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ କାଉଣ୍ଟିଂ ।

କନକ ବ୍ୟୁରୋ: କଡା ସୁରକ୍ଷା ମଧ୍ୟରେ ସରିଛି ଧାମନଗର ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ବିଜେଡି…

ଧାମନଗର ଉପନିର୍ବାଚନ: ଦିନ ୩ଟ ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ।

କନକ ବ୍ୟୁରୋ: ଭୋଟ୍ ଦେଉଛି ଧାମନଗର । ଦିନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ଭୋଟ୍ ଦେଉଛି…