Browsing Tag

balasore

ଅବକାରୀ କର୍ମଚାରୀକୁ ମାଡ ମାରିଲେ ମଦ ମାଫିଆ ! ମଦ ଜବତ କରିଥିବା ପ୍ରତିବାଦରେ ବାଲେଶ୍ୱର କୋର୍ଟ ଛକରେ ଅବକାରୀ…

କନକ ବ୍ୟୁରୋ : ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ମାଡ । ଜଣେ ଅବକାରୀ କର୍ମଚାରୀଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଛନ୍ତି ୫ଜଣ ମଦ ମାଫିଆ । ଘଟଣାଟି ଘଟିଛି ବାଲେଶ୍ୱର କୋର୍ଟଛକରେ । ଗୁରୁବାର ଦିନ ଅବକାରୀ ବିଭାଗ ଖନ୍ତପଡା, ମାର୍କୋଣା ଓ ସୋରରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ…