କନକ ବ୍ୟୁରୋ : ଜୀବନରେ ସଫଳ ହେବାକୁ କିଏ ବା ନଚାହେଁ । କିନ୍ତୁ ସଫଳ ହେବା ପାଇଁ ଉଚିତ୍ ମାର୍ଗ ଆପଣାଇବା ସବୁଠୁ ଗରୁତ୍ୱପୂର୍ଣ୍ଣ । ସଫଳ ହେବା ପାଇଁ ୭ଟି ଉପାୟ, ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ମୁହଁରୁ ।

Advertisment

- ସଫଳ ହେବା ପାଇଁ ବାହାର ପରିବେଶ ଏତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ
- ନିଜ ଭିତରେ ପରିବର୍ତ୍ତନ ସଫଳତା ପାଇଁ ଅଧିକ ଗରୁତ୍ୱପୂର୍ଣ୍ଣ
- ପରିସ୍ଥିତିି ପରିବେଶକୁ ଦୋଷ ନ ଦେଇ ନିଜ ମନୋଭାଗରେ ପରିବର୍ତ୍ତନ ଦରକାର
- ନିଜର ଖରାପ ପରିସ୍ଥିତି ପାଇଁ ନିଜକୁ ହିଁ ଦୋଷୀ ମାନ
- ସଫଳ ହେବା ପାଇଁ ନିଜର ମାନସିକତା ପରିବର୍ତ୍ତନ କରିବା ଆବଶ୍ୟକ
- ସକରାତ୍ମକ ଚିନ୍ତାଧାରା ଦ୍ୱାରାରେ ହିଁ ସଫଳତା ମିଳିପାରିବ