କେମିତି ରହିବେ ଫିଟ୍? କେମିତି ଇମ୍ପ୍ରେସ୍ କରିବେ ଅନ୍ୟମାନଙ୍କୁ? ଏସବୁ ପାଇଁ ଚିନ୍ତିତ କି? ବୋଲ୍ଡି ଗର୍ଲ ସନ୍ନି ଲିଓନି ଦେଇଛନ୍ତି ଏବେ ନୁଆ ଟିପ୍ସ । ନିଜର ଦିନ ଆରମ୍ଭ କିପରି କରିବା କଥା ଓ ନିଜ ଦେହପାଇଁ ସେ କଣ ସବୁ କରନ୍ତି ଏହାକୁ ସେ ଏବେ ସର୍ବ ସାଧାରଣରେ ପ୍ରକାଶ କରିଛନ୍ତି।
ସପ୍ତାହରେ ଥରେ କି ଦୁଇଥର ଜିମ୍ ଯାଆନ୍ତୁ ।
ଦିନକୁ ପାଖାପାଖି ୨୦ ମିନିଟ୍ ଧରି ଚାଲନ୍ତୁ ।
ପଇଡ ପାଣି ନିୟମିତ ପିଅନ୍ତୁ, ଚେହେରାରେ ଉଜ୍ୱଳତା ଦେଖାଦେବ ।
ଫ୍ରିଜ୍ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
ବ୍ରେକଫାଷ୍ଟରେ କ୍ଷୀରକୁ ସାମିଲ କରନ୍ତୁ ।
ନିଜ ଖାଦ୍ୟରେ କିଛି ନା କିଛି ସ୍ନାକ୍ସ ନିଅନ୍ତୁ ।
ସାଥିରେ ସବୁବେଳେ ପାଣି ବୋତଲ ନିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Sunny-in-Baimaan.jpg)