କମେଡି ସିରିଏଲରେ ବଲିଉଡର ବୋଲ୍ଡ ଗର୍ଲ ସନ୍ନି ଲିଓନି

କମେଡି ସିରିଏଲରେ ବଲିଉଡର ବୋଲ୍ଡ ଗର୍ଲ ସନ୍ନି ଲିଓନି

source- www.hindustantimes.com

ବଲିଉଡର ବୋଲ୍ଡ ଗର୍ଲ ସନ୍ନି ଲିଓନି ଫିଲ୍ମ ଦୁନିଆରେ ନିଜ ଜାଦୁରେ ଦର୍ଶକଙ୍କୁ ମତୁଆଲା କଲାପରେ ବର୍ତମାନ ସିରିଏଲ ଜଗତରେ ପାଦ ଦେବାକୁ ଯାଉଛନ୍ତି । ସବ ଟିଭିର ଲୋକପ୍ରିୟ କମେଡି ସିରିଏଲ "ଭାଭି ଜି ଘର ପର ହେଁ' ରେ ନଜର ଆସିବେ ସନ୍ନି । ଏହା ଆଗରୁ ସନ୍ନି ରିଏଲିଟି ସୋ "ବିଗ୍ ବସ' ଏବଂ "ସ୍ପିଲଟ୍ସ ଭିଲ୍ଲା'ରେ ନଜର ଆସିଥିଲେ । ଏହି ସିରିଏଲ ପାଇଁ ସନ୍ନି ସୋମବାର ଦିନ ବିଧିବଦ୍ଧ ଭାବରେ ସୁଟିଂ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe