ସନ୍ନିଙ୍କ ପର୍ଣ୍ଣ ସିନେମା ଦେଖିବା ପାଇଁ ଦିୱାନା ଭାରତୀୟ ଦର୍ଶକ ! ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥ

ସନ୍ନିଙ୍କ ପର୍ଣ୍ଣ ସିନେମା ଦେଖିବା ପାଇଁ ଦିୱାନା ଭାରତୀୟ ଦର୍ଶକ ! ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥ

ପର୍ଣ୍ଣ ଫିଲ୍ମ ଦେଖିବାରେ ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥ । ଆଉ ଏହି ଦର୍ଶକ ମାନଙ୍କ ମଧ୍ୟରେ ଅଛନ୍ତି ୩୦ ପ୍ରତିଶତ ମହିଳା । ତେବେ ପର୍ଣ୍ଣ ଷ୍ଟାର୍ ମାନଙ୍କ ମଧ୍ୟରୁ କେବଳ ଜଣେ ହିିଁ ଭାରତୀୟ ଦର୍ଶକଙ୍କ ମନ ଜିତି ପାରିଛନ୍ତି । ଆଉ ସେ ହେଲେ ସନ୍ନି ଲିଓନି । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ପର୍ଣ୍ଣ ହବ୍ ।

ତେବେ ପର୍ଣ୍ଣହବ୍ ୱେସାଇଟ ରିପୋର୍ଟ ଅନୁସାରେ ଅଧିକ ପର୍ଣ୍ଣ ସିନେମା ଦେଖନ୍ତି ଆମେରିକା ବାସୀ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବ୍ରିଟେନ ଓ ତୃତୀୟରେ ଅଛି କାନାଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe