ପର୍ଣ୍ଣ ଫିଲ୍ମ ଦେଖିବାରେ ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥ । ଆଉ ଏହି ଦର୍ଶକ ମାନଙ୍କ ମଧ୍ୟରେ ଅଛନ୍ତି ୩୦ ପ୍ରତିଶତ ମହିଳା । ତେବେ ପର୍ଣ୍ଣ ଷ୍ଟାର୍ ମାନଙ୍କ ମଧ୍ୟରୁ କେବଳ ଜଣେ ହିିଁ ଭାରତୀୟ ଦର୍ଶକଙ୍କ ମନ ଜିତି ପାରିଛନ୍ତି । ଆଉ ସେ ହେଲେ ସନ୍ନି ଲିଓନି । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ପର୍ଣ୍ଣ ହବ୍ ।
ତେବେ ପର୍ଣ୍ଣହବ୍ ୱେସାଇଟ ରିପୋର୍ଟ ଅନୁସାରେ ଅଧିକ ପର୍ଣ୍ଣ ସିନେମା ଦେଖନ୍ତି ଆମେରିକା ବାସୀ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବ୍ରିଟେନ ଓ ତୃତୀୟରେ ଅଛି କାନାଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/98-1.png)