ଶାହାରୁଖ୍ ଖାନଙ୍କ ଆଗାମୀ ଚଳଚ୍ଚିତ୍ର "ରଇସ'ର ଲୈଲା ମୈ ଲୈଲା ..... ଗୀତ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଶାହାରୁଖ ଏବଂ ସନ୍ନିଙ୍କ ଅଭିନୀତ ଏହି ଗୀତ ଏବେ ସୋସିଆଲ ମିଡିଆରେ ରେକର୍ଡ ସୃଷ୍ଟି କରିଛି । ଏହି ଗୀତର ପ୍ରଶଂସକ ସୋସିଆଲ ମିଡିଆରେ ପ୍ରାୟତଃ ୫ କୋଟିରୁ ଅଧିକ ହୋଇ ସାରିଲେଣି ।
ୟୁଟ୍ୟୁବରେ ୫ କୋଟିରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି । ସନ୍ନିଙ୍କ ହଟ୍ ଏବଂ ବୋଲ୍ଡ ଅନ୍ଦାଜ ଏଥିରେ ଦେଖିବାକୁ ମିଳିଛି । ଗୀତ ରିଲିଜର ୨୩ ଘଂଟା ମଧ୍ୟରେ ଏହା ୮୭ ଲକ୍ଷ ହିଟ୍ ହାସଲ କରିଛି ବୋଲି "ରଇସ'ଚଳଚ୍ଚିତ୍ରର ଟୁଇଟର ହ୍ୟାଣ୍ଡଲର ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/530980-laila-main-laila-raees-song-collage.jpg)