ବିଜେଡିକୁ ଅଡୁଆ କଳା ଓଢଣୀ : ଆସନ୍ତାକାଲି ଜିଲ୍ଲା ଯୁବ କଂଗ୍ରେସର ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ଡାକରା

5

କନକ ବ୍ୟୁରୋ : ବିଜେଡିକୁ ଅଡୁଆ କଳା ଓଢଣୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ସତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ସରକାର ଓ ପ୍ରଶାସନର ମହିଳାଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଆସନ୍ତାକାଲି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ କରୁଛି ଜିଲ୍ଲା ଯୁବ କଂଗ୍ରେସ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ଅଖଚକ ଜାମ ଡାକରା ଦେଇଛି ଦଳ । ରାଜ୍ୟରେ ମହିଳାଙ୍କ ଇଜ୍ଜତ ରକ୍ଷା ପାଇଁ ସୁନ୍ଦରଗଡବାସୀ ବନ୍ଦକୁ ସଫଳ କରିବେ ବୋଲି ଦଳର ଜିଲ୍ଲା ସଭାପତି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.