କନକ ବ୍ୟୁରୋ : ଏବେବି ହଟିନି ବିପଦ । ଧିରେ ଧିରେ କମୁଛି ସୁବର୍ଣ୍ଣରେଖାର ଜଳସ୍ତର। ଜଳସ୍ତର ରହିଛି ୧୧.୨୬ ମିଟର। ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର। ଆଖୁଆପଦା ଭୋଗରାଇ ଅଂଚଳର ଅନେକ ଅଂଚଳ ଜଳମଗ୍ନ। ପାଣି ଘେରରେ ୭ଟି ପଂଚାୟତର ୫୦ଟି ଗାଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us