ଲୋକ ଲଜ୍ଜ୍ୟା ଭୟରେ ଅଧାରୁ ପାଠ ଛାଡିଲେ ପୀଡ଼ିତା : ୫ ବର୍ଷ ପରେ ବି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମିଳିଲାନି ନ୍ୟାୟ

59

କନକ ବ୍ୟୁରୋ : ଲୋକ ଲଜ୍ଜ୍ୟା ଭୟରେ ଅଧାରୁ ପାଠ ପଢ଼ା ଛାଢ଼ିଲେ ପୀଡ଼ିତା । ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକରେ ବେଗୁନିଆ ଅଂଚଳରେ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହ ସେହି ଗାଁର ଜଣେ ଯୁବକ ନାୟକ ଅସାଦଚରଣ କରିଥିଲା । ଘଟଣା ପରେ ପୀଡିତା ଜଣଙ୍କ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

କିନ୍ତୁ ପାଂଚ ବର୍ଷ ପରେ ବି ଏଯାଏ ପୀଡ଼ିତାକୁ ନ୍ୟାୟ ମିଳିଲାନି କି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଲୋକ ଲଜ୍ଜ୍ୟା ଭୟରେ ପୀଡ଼ିତା ଜଣଙ୍କ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ପାଠ ପଢ଼ିବାର ଇଛା ଥିଲେ ମଧ୍ୟ ସ୍କୁଲ ଯାଇପାରୁନାହିଁ ପୀଡ଼ିତା ।

ଦେଖନ୍ତୁ ଏହି ଭିଡିଓ –