କନକ ବ୍ୟୁରୋ : ଭାରତ-ବାଂଲାଦେଶ ମୁକାବିଲା । ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି ବାଂଲାଦେଶ । ତେବେ ଫିଲ୍ଡିଂ କରିବ ଟିମ୍ ଇଣ୍ତିଆ । ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ଚାମ୍ପିୟନ୍ସ ଟ୍ରଫିରେ ଭାରତର ଏହା ପ୍ରଥମ ମ୍ୟାଚ୍ । ଉଭୟ ଟିମ୍ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବେ ।
ଭାରତୀୟ ଟିମ୍ : ରୋହିତ ଶର୍ମା(କ୍ୟାପ୍ଟେନ), ବିରାଟ କୋହଲି, ଶୁବମନ୍ ଗିଲ୍, ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କେ ଏଲ୍ ରାହୁଲ, ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ତ୍ୟା, କୁଲଦୀପ ଯାଦବ
ବାଂଲାଦେଶ ଟିମ୍ : ଟି ହାସନ, ଏସ୍ ସରକାର, ଏନ୍ ଏଚ୍ ସାଣ୍ଟୋ, ଟି ହୃଦୟ, ଏମ୍ ରହିମ୍, ଜେ ଅଲି, ଏମ୍ ଏଚ୍ ମିରାଜ୍, ଆର୍ ହୁସେନ, ଟି ଅହମ୍ମଦ, ଟି ସାକିବ, ଏମ୍ ରେହମାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/02/20/hYNBh4GYC2aNMyWz73qz.jpg)