ସ୍ୱାମୀ ବିବେକାନନ୍ଦ....ଯାହାଙ୍କ ବାଣୀ ମନରେ ଆଣି ଦେଉଥିଲା ଅସୀମ ସାହସ ।

Photo Credit : GOOGLE

ଯେବେ ଯାଏଁ ବଞ୍ଚିଛେ,ସେବେ ଯାଏଁ ଶିଖିବା । ଅନୁଭବ ହିଁ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକ ।

Photo Credit : GOOGLE

ନିଜକୁ ଦୁର୍ବଳ ଭାବିବା ସବୁଠୁ ବଡ ପାପ ।

Photo Credit : GOOGLE

ଉଠ,ଜାଗ ଏବଂ ସେତେ ପର୍ଯ୍ୟନ୍ତ ଅଟକିଯାଅନି ଯେଉଁ ପର୍ଯ୍ୟନ୍ତ ନିଜର ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଛ ।

Photo Credit : GOOGLE

ତୁମେ ଚାଲୁଥିବା ପଥରେ ଯଦି ସମସ୍ୟା ନ ଆସେ,ତେବେ ବୁଝିଯାଅ ତୁମେ ଭୁଲ ରାସ୍ତାରେ ଚାଲୁଛ ।

Photo Credit : GOOGLE

ଯାହା ତୁମକୁ ମାନସୀକ,ଶାରିରୀକ ଏବଂ ବୌଦ୍ଧିକ ସ୍ତରରେ ଦୁର୍ବଳ କରୁଛି ତାକୁ ବିଷ ଭଳି ତ୍ୟାଗ କରିଦେବା ଉଚିତ ।

Photo Credit : GOOGLE

ସଂଘର୍ଷ ଯେତେ ବଡ,ବିଜୟ ସେତେ ବଡ ।

Photo Credit : GOOGLE

ଗୋଟିଏ ସମୟରେ ଗୋଟିଏ କାମ କର, ତୁମର ସମ୍ପୂର୍ଣ୍ଣ ଆତ୍ମାକୁ ସେହି କାମରେ ଲଗାଅ ଏବଂ ଅନ୍ୟ ସବୁକିଛି ଭୁଲିଯାଅ ।

Photo Credit : GOOGLE