ଚର୍ଚ୍ଚାରେ ଚୀନର ହୋଟେଲ : ଦେଖିବାକୁ ଘୋଡା ନାଲ ପରି

49

ଚୀନର ଏହି ହୋଟେଲ ଦେଖିବାକୁ ଘୋଡାର ନାଲ ପରି । ଦେଖିଲେ ଆଖି ଲାଖିଯିବ । ସାଂଘାଇରେ ଅଛି ଏହି ହୋଟେଲ । ଏହାର ଆକାର ଆକୃତିକୁ ନେଇ ଏହା ହର୍ସସୁ ହୋଟେଲଡଫନଟ୍ ହୋଟେଲ ନାଁରେ ପରିଚିତ ।

ଯଦିଓ ଏହି ହୋଟେଲ ଦେଖିବାକୁ ଏକ ଘୋଡା ନାଲ ପରି ,ହେଲେ ଏହାର ତଳ ଭାଗ ଦୁଇଟି ବେସମେଂଟ ଲେବଲ ଭାବେ ଯୋଡି ହୋଇଛି । ହୋଟେଲଟି ଟାଇହୁ ହ୍ରଦର କୂଳରେ ଅବସ୍ଥିତ ଏବଂ ୩୨୧ଟି ଗେଷ୍ଟ ରୁମ୍ ଓ ୩୯ଟି ଭିଲ୍ଲା ରହିଛି ଏହି ଭିନ୍ନ ଧରଣର ହୋଟେଲରେ । ଏଭଳି ଏକ ଅଭିନବ ଓ ଆଧୁନିକ ହୋଟେଲକୁ ନେଇ ଚର୍ଚ୍ଚା ।

ଦେଖନ୍ତୁ ଏହି ଭିଡିଓ –

 

ଏହାସହ ଦେଖନ୍ତୁ –୮୨ ବର୍ଷର ସାର୍ପ ସୁଟର : ରିଭଲଭର ଦାଦି ନାଁରେ ପରିଚିତ