ଖୁବ ଶୀଘ୍ର ପ୍ରଯୋଜନା ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ସୋହା ଅଲ୍ଲୀ ଖାନ । ସୋହା ଓ କୁନାଲ ଖେମୁ ନିକଟରେ ନିଜ ନୂଆ ପ୍ରଡକ୍ସନ ହାଉସରନାଁ ଘୋଷଣା କରିଛନ୍ତି । ସୋହାଙ୍କ ନୂଆ ପ୍ରଡକ୍ସନ ହାଉସ ନାଁ ରହିଛି "ରେନଗେଡ୍' । ତାଙ୍କ ପ୍ରଡକ୍ସନ୍ ହାଉସ ବ୍ୟାନରରେ ବାୟୋପିକ ଫିଲ୍ମ ନିର୍ମାଣ କରାଯିବା ନେଇ ଜଣାଇଛନ୍ତି ସୋହା । ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାରକାଷ୍ଟ ଓ ନିର୍ଦେଶକଙ୍କ ନାଁ ସ୍ଥିର ହୋଇନି ।
ପ୍ରଯୋଜନା ଦୁନିଆରେ ପାଦ ଦେବେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ
/kanak/media/post_attachments/wp-content/uploads/2016/09/25-Soha-Ali-Khan.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)