"ଗୋଲମାଲ' ସିଜିନ୍-୪ ରେ ଅଜୟ ଦେବଗନଙ୍କ ସହିତ ଆଶିକି ଫେମ୍ ଶ୍ରଦ୍ଧା କପୁର ନଜର ଆସିବେ। "ଗୋଲମାଲ' ସିଜିନ୍-୩ରେ ନାୟିକା ଭାବରେ ଦର୍ଶକ କରିନା କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ପାଇଥିଲେ । ସିଜିନ୍-୪ରେ ଅଜୟ ଦେବଗନଙ୍କ ସହିତ ଅର୍ସଦ ୱାର୍ସି, ତୁଷାର କପୁର, ଶ୍ରେୟସ ତଲପଡେ, ପ୍ରମୁଖଙ୍କ ମଜାଦାର ଅଭିନୟ ଦେଖି ପୁଣି ଥରେ ଦର୍ଶକ ଏହି ଫିଲ୍ମର ମଜା ଉଠାଇ ପାରିବେ । ଫିଲ୍ମର ସୁଟିଂ ଡିସେମ୍ବର ମାସରେ ଆରମ୍ଭ ହେବ।
"ଗୋଲମାଲ' ସିଜିନ୍-୪ ରେ ନଜର ଆସିବେ ଆଶିକି-୨ ଫେମ୍ ଶ୍ରଦ୍ଧା କପୁର
/kanak/media/post_attachments/wp-content/uploads/2016/08/53825741.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)