ବିଗ୍ ବସରେ ନଜର ଆସିବେ କିଙ୍ଗ ଖାନ ଶାହାରୁଖ !

ବିଗ୍ ବସରେ ନଜର ଆସିବେ କିଙ୍ଗ ଖାନ ଶାହାରୁଖ !

source: financialexpress.com

ବଲିଉଡ କିଙ୍ଗ ଖାନ ଶାହାରୁଖ ଯିବେ ବିଗ୍ ବସ୍ । ତାଙ୍କ ଆଗାମୀ ସିନେମା ‘ରଇଜ୍’ର ପ୍ରମୋସନ ପାଇଁ ବିଗ୍ ବସ୍ ଯିବେ ଶାହାରୁଖ । ଖାଲି ସେତିକି ନୁହେଁ ଦୀର୍ଘଦିନ ପରେ ଗୋଟିଏ ମଂଚରେ ଶାହାରୁଖ ଓ ସଲମାନଙ୍କୁ ଏକାଠି ଦେଖିବାକୁ ମଧ୍ୟ ପାଇବେ ସିନେଦର୍ଶକ ।

ତେବେ, ଏହି ସମୟରେ ଶାହାରୁଖ ଏକା ସାଙ୍ଗରେ ବିଗ୍ ବସର ୨ଟି ଅଧ୍ୟାୟ ପାଇଁ ସୁଟ କରିବେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୦ରେ ଶାହାରୁଖ ବିଗ ବସ୍ ପାଇଁ ସୁଟ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe