ବଲିଉଡ କିଙ୍ଗ ଖାନ ଶାହାରୁଖ ଯିବେ ବିଗ୍ ବସ୍ । ତାଙ୍କ ଆଗାମୀ ସିନେମା ‘ରଇଜ୍’ର ପ୍ରମୋସନ ପାଇଁ ବିଗ୍ ବସ୍ ଯିବେ ଶାହାରୁଖ । ଖାଲି ସେତିକି ନୁହେଁ ଦୀର୍ଘଦିନ ପରେ ଗୋଟିଏ ମଂଚରେ ଶାହାରୁଖ ଓ ସଲମାନଙ୍କୁ ଏକାଠି ଦେଖିବାକୁ ମଧ୍ୟ ପାଇବେ ସିନେଦର୍ଶକ ।
ତେବେ, ଏହି ସମୟରେ ଶାହାରୁଖ ଏକା ସାଙ୍ଗରେ ବିଗ୍ ବସର ୨ଟି ଅଧ୍ୟାୟ ପାଇଁ ସୁଟ କରିବେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୦ରେ ଶାହାରୁଖ ବିଗ ବସ୍ ପାଇଁ ସୁଟ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/bigg-boss-9.png)