ଶାହିଦ କପୁର ନିଜ ମ୍ୟାରେଜ ଠାରୁ ବାପା ହେବା ଯାଏ ଖୁବ୍ ଚର୍ଚ୍ଚାରେ । ଯେବେଠୁ ସାହିଦ କପୁର ବାପା ହେଲେଣି । ସେବେ ଠାରୁ ଫ୍ୟାନ ମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ, ଶାହିଦଙ୍କ ପରିବାରର ଏହି ନୂଆ ମେମ୍ବରର ନାଁ କଣ ରଖାଯିବ ।
ଶାହିଦଙ୍କ ପତ୍ନୀ ମୀରା କପୁର ଗତ ମାସରେ ଏକ ଝିଅକୁ ଜନ୍ମ ଦେଇଥିଲେ । ଏହି କୁନି ବେବିର ନାମକରଣକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ଶାହିଦ-ମୀରା ।
ହଁ ଏବେ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଶାହିଦ-ମୀରା ନିଜ କୁନି ପରୀର ନାଁ ରଖିଛନ୍ତି ମୀଶା । ସୂଚନା ଅନୁସାରେ ଏମାନେ ନିଜର ନାଁର ପ୍ରଥମ ଅକ୍ଷର ଶାହିରରୁ ‘ଶା’ ମୀରାରୁ 'ମୀ’କୁ ନେଇ ଏହି ଝିଅର ନାମ କରଣ କରିଛନ୍ତି । ଏହି ନାଁକୁ ନେଇ ଫ୍ୟାନଙ୍କ ମଧ୍ୟରେ ଅନେକ ଆନନ୍ଦ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/13-1.jpg)