କନକ ବ୍ୟୁରୋ: ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ମାରପିଟ୍ । ନିଶାଗସ୍ତ ଅବସ୍ଥାରେ ଦୁଇ ଜଣ ଡାକ୍ତର ସିନିୟର ଆଷିଷ୍ଟାଂଟ ଓ ଜୁନିୟର ଆସିଷ୍ଟାଂଟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ହସ୍ପିଟାଲ ଭିତେରେ ଚେୟାର ଫୋପାଡିବା ସହ ମାଡ ମାରିବା ଘଟଣାକୁ ସବୁଆଡୁ ନିନ୍ଦା କରାଯାଇଛି ।