ସର୍ଦାର ରାଜା ମେଡିକାଲ କଲେଜ୍ ପ୍ରସଙ୍ଗ : ସେଲଭମ୍ ଟ୍ରଷ୍ଟକୁ ଦୁଇ କୋଟି ଟଙ୍କା ଦାଖଲ ପାଇଁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

30

ଜାରିଂ,କନକ ନ୍ୟୁଜ୍ : ସୁପ୍ରିମକୋର୍ଟ ସର୍ଦାର ରାଜା ମେଡିକାଲ କଲେଜ୍ ମାମଲାରେ ସେଲଭମ୍ ଟ୍ରଷ୍ଟକୁ ଦୁଇ କୋଟି ଟଙ୍କା ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି । ଜୁନ୍ ୨୫ ସୁଦ୍ଧା ଟଙ୍କା ଜମାନକଲେ ଏନବିଡବ୍ଲୁ ଜାରି କରାଯିବ । ସେଲଭମ୍ ଟ୍ରଷ୍ଟ ପରିଚାଳିତ ହେଉଛି ସର୍ଦ୍ଦାର ମେଡିକାଲ କଲେଜ୍ ।