ଗୋ ଫର ଗୋଲ୍ଡ : ଭାରତୀୟ ଅଲିମ୍ପିକ୍ସ ଦଳକୁ ଶୁଭେଚ୍ଛା ଜଣାଇଲେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଗୋ ଫର ଗୋଲ୍ଡ : ଭାରତୀୟ ଅଲିମ୍ପିକ୍ସ ଦଳକୁ ଶୁଭେଚ୍ଛା ଜଣାଇଲେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

କନକ ବ୍ୟୁରୋ : ଭାରତୀୟ ଅଲିମ୍ପିକ୍ସ ଦଳର ସଫଳତା କାମନା କରି ବିଶ୍ୱ ପ୍ରସିଦ୍ଧ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ନିର୍ମାଣ କରିଛନ୍ତି । ଏହାର ଥିମ ରଖିଛନ୍ତି ଗୋ ଫର ଗୋଲ୍ଡ । ଆଜିଠାରୁ ରିଏ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଭାରତୀୟ ଦଳର ଶୁଭମନାସୀଛନ୍ତି ଏହି ଶିଳ୍ପୀ  ଜଣକ । ପୁରୀ ବେଳାଭୂମିରେ ଏହି କୃତି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe