ପୁରୀ : ମହାଶିବରାତ୍ରୀ ଅବସରରେ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୀୟ ବାଲୁକା କଳା

47

କନକ ବ୍ୟୁରୋ : ବେଳାଭୂମିରେ ହରହର ମହାଦେବ । ମହାଶିବରାତ୍ରୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆକର୍ଷଣୀୟ ବାଲୁକା କଳା । ବେଳାଭୂମିରେ ସୁଦର୍ଶନ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା କଳା । ଏହାକୁ ଦେଖିବା ପାଇଁ ବେଶ ପର୍ଯ୍ୟଯକଙ୍କ ଗହଳି ଜମିଛି । ପ୍ରତିବର୍ଷ ଶିବରାତ୍ରି ଅବସରରେ ସୁଦର୍ଶନଙ୍କ ଏପରି ବାଲୁକା କଳା ଦେଖିବାକୁ ମିଳେ  ।