କୃଷ୍ଣସାର ହରିଣ ଶିକାର ମାମଲାରେ ନିଜକୁ ନିର୍ଦ୍ଦୋଷ କହିଲେ ସଲମାନ୍ ଖାନ୍ : କୋର୍ଟଙ୍କ ୬୫ଟି ପ୍ରଶ୍ନର ଦେଲେ ଉତ୍ତର

କୃଷ୍ଣସାର ହରିଣ ଶିକାର ମାମଲାରେ ନିଜକୁ ନିର୍ଦ୍ଦୋଷ କହିଲେ ସଲମାନ୍ ଖାନ୍ : କୋର୍ଟଙ୍କ ୬୫ଟି ପ୍ରଶ୍ନର ଦେଲେ ଉତ୍ତର

କନକ ବ୍ୟୁରୋ : ପୁଣି କୋର୍ଟ ରୁମରେ ବଲିଉଡ ଷ୍ଟାର ସଲମାନ ଖାନ । ୧୮ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବା ସହ ସଲମାନଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କୁ କୋର୍ଟ ରୁମରେ ୬୫ଟି ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ସଲମାନ ।

ଏହା ସହ ସୈଫ ଅଲ୍ଲୀ ଖାନ୍, ସୋନାଲି ବେନ୍ଦ୍ରେ, ତବୁ ଓ ନିଲମଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe