Photo Courtesy : http://www.hindustantimes.com/
ଦବଙ୍ଗ ହିରୋ ସଲମାନ ଖାନଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ନିଜର ସ୍ୱତନ୍ତ୍ର ସିନେମା ହଲ୍ ଆରମ୍ଭ କରୁଛନ୍ତି ସଲମାନ୍ । ଯେଉଁଥିରେ ତାଙ୍କ ଫ୍ୟାନ୍ ମାନଙ୍କୁ ମିଳିବ ବିଶେଷ ସୁବିଧା । ଅତି କମ୍ ମୂଲ୍ୟରେ ଟିକେଟ୍ କିଣି ତାଙ୍କ ଫ୍ୟାନ୍ ମାନେ ଫିଲ୍ମ ଦେଖି ପାରିବେ । ଏହି ହଲର ନାଁ ରହିଛି ସଲମାନ୍ ଟକିଜ୍ । ତେବେ ବର୍ତ୍ତମାନ କେବଳ ମହାରାଷ୍ଟ୍ରରେ ଏହି ସିନେମା ହଲର ତିଆରି କରିବେ ସଲମାନ୍ । ପରେ ୨୦୧୭ ସୁଦ୍ଧା ଉତ୍ତରପ୍ରଦେଶ ନିଜ ସିନେମା ହଲକୁ ବିସ୍ତାର କରାଇବେ ।
Follow Us