ବଲିଉଡର ଦବଙ୍ଗ ହିରୋ ସଲମାନଙ୍କ ଖାନ୍ ଓ ମିଷ୍ଟର ପରଫେକ୍ସନିଷ୍ଟ ଆମୀରର ଖାନଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି । ସବୁବେଳେ ଉଭୟେ ଉଭୟଙ୍କ ଅଭିନୟ ଦକ୍ଷତାର ପ୍ରଶଂସା କରିବାର ଦେଖା ଯାଇଛି । କିନ୍ତୁ ହଠାତ କଣ ହେଲା କେଜାଣି ସଲମାନ ଆମିରଙ୍କୁ ଘୃଣା କରନ୍ତି ବୋଲି କହିଛନ୍ତି । ପ୍ରକୃତ କଥା ହେଲା ସଲମାନ ଟ୍ୱିଟରରେ କହିଛନ୍ତି ଯେ ତାଙ୍କ ପରିବାର ଲୋକ ଆମୀରଙ୍କ ସିନେମା "ଦଙ୍ଗଲ'କୁ ତାଙ୍କ ସିନେମା ସୁଲତାନ ଅପେକ୍ଷା ଅଧିକ ପସନ୍ଦ ଆସିଛି । ସଲମାନ କହିଛନ୍ତି ମୁଁ ବ୍ୟକ୍ତିଗତ ଜୀବନରେ ଆମୀର ଖାନଙ୍କୁ ବହୁତ ଭଲପାଏ କିନ୍ତୁ ପେଶାଦାର ଜୀବନରେ ତାଙ୍କୁ ବହୁତ ଘୃଣା କରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ସଲମାନଙ୍କୁ ଆମୀରଙ୍କ ସିନେମା "ଦଙ୍ଗଲ' ବହୁତ ପସନ୍ଦ ଆସିଛି ।
ଆମୀର୍ ଖାନଙ୍କୁ ଘୃଣା କରନ୍ତି ଦବଙ୍ଗ ହିରୋ ସଲମାନ ଖାନ୍
/kanak/media/post_attachments/wp-content/uploads/2016/12/yu.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)