ଏବିସିଡ଼ି ସିନେମାର ନିର୍ଦ୍ଦେଶକ ତଥା ପ୍ରଖାତ କୋରିଓଗ୍ରାଫର ରେମୋ ଡ଼ିସୁଜା ସୁପରଷ୍ଟାର ସଲମାନଙ୍କୁ ନେଇ କରିବାକୁ ଯାଉଛନ୍ତି ତାଙ୍କ ଆଗାମୀ ସିନେମା । ସିନେମାରେ ସଲମାନ ଜଣେ ତାଲିମପ୍ରାପ୍ତ ନୃତ୍ୟକାର ଭୂମିକାରେ ନଜର ଆସିବେ, ଯିଏ କି ନିଜର ୧୩ ବର୍ଷ ଝିଅ ସହିତ ରହୁଥିବେ ।
ତେବେ ଏବିସିଡ଼ି, ଏବିସିଡ଼ି ୨ ପରି ଏହି ସିନେମାଟି ସମ୍ପୁର୍ଣ୍ଣ ନାଚ ଉପରେ ଆଧାରିତ ନୁହେଁ । ଏଥିରେ ନାଚ ସହ ଦେଖିବାକୁ ମିଳିବ ପାରିବାରିକ ନାଟକ । ଏଥିରେ ବାପା ଓ ଝିଅ ଭିତରେ ସମ୍ପର୍କକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ରେମୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/remo-salm-1.jpg)