ରେମୋଙ୍କ ଚଳଚିତ୍ରରେ ଅଭିନୟ କରିବେ ସୁଲତାନ !

ରେମୋଙ୍କ ଚଳଚିତ୍ରରେ ଅଭିନୟ କରିବେ ସୁଲତାନ !

source: indianexpress.com

ରେମୋ ଡିସୋଜାଙ୍କ ସିନେମାରେ ଅଭିନୟ କରିବେ ବଲିଉଡ ସୁଲତାନ । କୋରିଓଗ୍ରାଫର ତଥା ଡିରେକ୍ଟର ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ସିନେମାରେ ସଲମାନ ଖାନ ଅତିଥି ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛି ।

ତେବେ ସିନେମାଟିରେ ସଲମାନ ଜଣେ ଡ୍ୟାନ୍ସର ଭୂମିକାରେ ଅଭିନୟ କରିବାର ଖବର ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଅଧିକ କିଛି ସୂଚନା ମିଳି ପାରି ନାହିିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe