ରେମୋ ଡିସୋଜାଙ୍କ ସିନେମାରେ ଅଭିନୟ କରିବେ ବଲିଉଡ ସୁଲତାନ । କୋରିଓଗ୍ରାଫର ତଥା ଡିରେକ୍ଟର ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ସିନେମାରେ ସଲମାନ ଖାନ ଅତିଥି ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛି ।
ତେବେ ସିନେମାଟିରେ ସଲମାନ ଜଣେ ଡ୍ୟାନ୍ସର ଭୂମିକାରେ ଅଭିନୟ କରିବାର ଖବର ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଅଧିକ କିଛି ସୂଚନା ମିଳି ପାରି ନାହିିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/salman-remo-759.jpg)