ଫ୍ଲୋରିଡାର ମରକୋର ଦ୍ୱୀପରେ ସିନେମା ‘ଟାଇଗର ଜିନ୍ଦା ହୈର’ର ଆଗାମୀ ସୁଟିଂ କରାଯିବ । ଏଥିପାଇଁ ସିନେମା ଟିମ୍ ଏବେ ମରକୋରେ ପହଁଛି ନୂଆ ସେଟ ନିର୍ମାଣ କରିବାରେ ଲାଗି ପଡିଛନ୍ତି । ଆସନ୍ତା ମାସରେ ସଲମାନ ଓ କ୍ୟାଟ୍ରିନା ମରକୋରେ ପହଁଚି ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।
ତେବେ ସିନେମା ‘ଏକ ଥା ଟାଇଗର’ ସିକ୍ୱେଲକୁ ନେଇ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ‘ଟାଇଗର ଜିନ୍ଦା ହୈ’ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ‘ଏଜେଟଂ ବିନୋଦ’ ଓ ‘ଢିସୁମ’ର ସୁଟିଂ ଏହି ସ୍ଥାନରେ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/kat-salman-1.jpg)