source-http://www.thenewsteller.com/
ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଗାମୀ ବାୟୋପିକ ଫିଲ୍ମ “ ସଚିନ : ଏ ବିଲିୟନ ଡ୍ରିମ୍ସ ” । ଆଉ ଏଥିରେ ସଚିନ ନିଜେ ନିଜ ଭୂମିକାରେ ନଜର ଆସିବେ । ପାରିଶ୍ରମିକ ବାବଦକୁ ସଚିନ ଟଙ୍କାଟିଏ ବି ନେବେ ନାହିଁ ବୋଲି କହିଛନ୍ତି ।
ଏହି ପିଲ୍ମର ନିର୍ମାତା ହେଉଛନ୍ତି ସଚିନଙ୍କ ସାଙ୍ଗ ରବି ଭାଗଚନ୍ଦକା । ଏହାସହ ଫିଲ୍ମରେ ନିର୍ଦେଶନା ଦେଉଛନ୍ତି ଏମି ଆୱାର୍ଡ ବିଜେତା ଜେମସ ଏର୍ସ୍କିନ । ଫିଲ୍ମରେ ସଚିନଙ୍କ ପୁଅ ଅର୍ଜୁନ ପିଲାଦିନର ଭୂମିକାରେ ଅଭିନୟ କରିଛନ୍ତି ।
ଏହା ସହ ଦେଖନ୍ତୁ ପୂର୍ବରୁ ରିଲିଜ ହୋଇଥିବା ସଚିନଙ୍କ ବାୟୋପିକ୍ ଫିଲ୍ମର ଟିଜର -
Follow Us