ରିଲିଜ୍ ହୋଇଛି ସବ୍ୟସାଚୀ ମିଶ୍ରଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘ନୀରଜାନାମ’ର ଟ୍ରେଲର୍ । ଟ୍ରେଲରରେ ସ୍ଥାନ ପାଇଛି ପ୍ରେମ ସହ ବିଛେଦର କାହାଣୀ । ଓଲିଉଡରେ କମାଲ୍ ଦେଖାଇବା ପରେ ଏବେ ଟଲିଉଡରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଏହି ଚକଲେଟ୍ ହିରୋ । ଫିଲ୍ମରେ ସବ୍ୟସାଚୀଙ୍କ ଅପୋଜିଟରେ ଅଛନ୍ତି ଅଭିନେତ୍ରୀ କରୁଣ୍ୟା ଚଉଦ୍ୱାରୀ । ମହାଲକ୍ଷ୍ମୀ ମୁଭିଜ୍ ବ୍ୟାନରେ ନିର୍ମିତ ହେଉଛି ଏହି ଫିଲ୍ମ ‘ନୀରଜାନାମ’।
ରିଲିଜ୍ ହେଲା ସବ୍ୟସାଚୀଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘ନୀରଜାନାମ’ର ଟ୍ରେଲର୍
/kanak/media/post_attachments/wp-content/uploads/2016/09/Capture5.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)