ରିଲିଜ ହୋଇଛି ଅପକମିଙ୍ଗ ମ୍ୟୁଜିକ ଡ୍ରାମା ଫିଲ୍ମ "ରକ ଅନ -୨' ର ଫାଷ୍ଟ ଲୁକ । ଏହି ପୋଷ୍ଟରରେ ଶ୍ରଦ୍ଧା କପୁର ଓ ଶଶାଙ୍କ ଆରୋରାଙ୍କ ସହ ବ୍ଲାକ ଡ୍ରେସରେ ନଜର ଆସିଛନ୍ତି ଅର୍ଜୁନ ରାମପାଲ , ଫରହାନ ଅଖତର ଏବଂ ପୁରବ କୋହଲି । ଫିଲ୍ମରେ ଫରହାନ ଅଖତରଙ୍କ ଅପୋଜିଟରେ ନଜର ଆସିବେ ଚୁଲବୁଲି ନାୟିକା ଶ୍ରଦ୍ଧା କପୁର । ନଭେମ୍ବର ୧୧ ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଜାତ ସୌଦାଗର । ୮ ବର୍ଷ ପୁର୍ବେ ଏହାର ପ୍ରିକ୍ୱେଲ ପାର୍ଟଟି ସୁପରହିଟ ହୋଇଥିବା ବେଳେ ଏହି ପାର୍ଟ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା ରଖାଯାଉଛି ।
ରିଲିଜ ହୋଇଛି ଅପକମିଙ୍ଗ ମ୍ୟୁଜିକ ଡ୍ରାମା ଫିଲ୍ମ "ରକ ଅନ -୨' ର ଫାଷ୍ଟ ଲୁକ
/kanak/media/post_attachments/wp-content/uploads/2016/09/ROCK-ON-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)