ରିଲିଜ ହୋଇଛି ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ "ରକ୍ ଅନ୍ ୨'ର ଟ୍ରେଲର । ଅଭିନେତା ଫରହାନ ଅଖତର ଟୁଇଟରରେ ଏହି ଟ୍ରେଲରଟିକୁ ସେୟାର କରିଛନ୍ତି । ୨ ମିନିଟ ୨୦ ସେକେଣ୍ଡର ଏହି ଟ୍ରେଲରରେ ଫରହାନ ଅଖତର ଓ ଶ୍ରଦ୍ଧା କପୁରଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଲଭ, ରୋମାନ୍ସ , ଦୋସ୍ତି ଓ ଇମୋସନାଲ କାହାଣୀ ଟ୍ରେଲରରେ ଦର୍ଶାଯାଇଛି । ୨୦୦୮ମସିହାର ଫିଲ୍ମ "ରକ୍ ଅନ୍ରଏହା ସିକ୍ୱେଲ । ଆସନ୍ତା ନଭେମ୍ବର ୧୧ରେ ରିଲିଜ ହେବ ଫିଲ୍ମ "ରକ୍ ଅନ୍ ୨' । ଦେଖନ୍ତୁ "ରକ୍ ଅନ୍ ୨'ର ଟ୍ରେଲର ଭିଡିଓ :
ରିଲିଜ ହୋଇଛି ଫିଲ୍ମ "ରକ୍ ଅନ୍ ୨'ର ଟ୍ରେଲର
/kanak/media/post_attachments/wp-content/uploads/2016/10/Rock-On-2-Trailer-Video.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)