ଦଶହରାରେ ଓଲିଉଡ ସିଲଭର ସ୍କ୍ରିନକୁ ଆସୁଛି ମଂଜରୀ ମୁଭିଜର ସପ୍ତମ ଅବଦାନ ‘ଛାତି ତଳେ ଡିଂ ଡଂଗ୍’। ଏଥିରେ ରହିଛି ଏକ ଧମାକେଦାର ଡ୍ୟାନ୍ସ ନମ୍ବର,"ସ୍ଲିମ୍ ଫିଗର ଜିମବାଲି'। ଗୀତଟିକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର । ଗୀତଟିକୁ ନିଜ ଅନ୍ଦାଜରେ ଗାଇଛନ୍ତି ସିଙ୍ଗର ଜେମ୍ସ । ଗୀତଟିର ଧୂନକୁ ଶୁଣିଲା ପରେ ଲାଗୁଛି ପୂଜା ବଜାରରେ ଏହା ମାହୋଲକୁ ସରଗରମ କରିବ । ଏହି ଗୀତରେ ବଲିଉଡର ବ୍ୟାଡବୟ ଶକ୍ତି କପୁରଙ୍କ ଅଭିନୟରେ ଦର୍ଶକ ବେଶ ଝୁମିବେ ବୋଲି ଆଶା କରାଯାଉଛି । "ସ୍ଲିମ୍ ଫିଗର ଜିମବାଲି' ର ଟ୍ରାକ୍ ଶୁଣନ୍ତୁ ଏହି ଭିଡିଓରେ :
ରିଲିଜ ହୋଇଛି ‘ଛାତି ତଳେ ଡିଂ ଡଂଗ୍’ ର ଆଉ ଏକ ଗୀତ "ସ୍ଲିମ୍ ଫିଗର ଜିମବାଲି'
/kanak/media/post_attachments/wp-content/uploads/2016/10/Screen-shot-2016-10-06-at-5.14.34-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)