ରିଲିଜ ହୋଇଛି ଆଗାମୀ ଫିଲ୍ମ "ରକ୍ ଅନ୍ ୨'ର ପ୍ରଥମ ଗୀତ । ପ୍ରତମ ଗୀତଟିର ଟାଇଟଲ ରହିଛି "ଜାଗୋ'। ଏହି ଫିଲ୍ମର ଗୀତ ଗୁଡିକ ସଙ୍ଗୀତରେ ସଜାଇଛନ୍ତି ଶଙ୍କର, ଏହସାନ ଓ ଲୟ । ଫରହାନ୍ ଅଖତର ଏବଂ ସିଦ୍ଧାର୍ଥ ମହାଦେବନ ଏହି ଗୀତକୁ ଗାଇଛନ୍ତି । ଗୀତଟିକୁ ଲେଖିଛନ୍ତି ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର । ଏଥିରେ ଅଭିନେତା ଫରହାନ୍ ଅଖତର,ଅର୍ଜୁନ୍ ରାମପାଲ୍ , ପୂରବ୍ କୋହଲୀ ଓ ଶ୍ରଦ୍ଧା କପୁରଙ୍କ ଅଭିନୟ ରହିଛି ।ସୁଜାତ ସୌଦାଗରଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ରିଲିଜ ହେବ ନଭେମ୍ବର ୧୧ ତାରିଖରେ ।
ରିଲିଜ ହୋଇଛି ଆଗାମୀ ଫିଲ୍ମ "ରକ୍ ଅନ୍- ୨'ର ପ୍ରଥମ ଗୀତ
/kanak/media/post_attachments/wp-content/uploads/2016/09/jaago-rock-on-2-759.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)