ବବଲି ଅନ୍ଦାଜରେ କଙ୍ଗନା! ରିଲିଜ ହେଲା ସିନେମା ‘ରଙ୍ଗୁନ’ର ନୂଆ ଗୀତ

ବବଲି ଅନ୍ଦାଜରେ କଙ୍ଗନା! ରିଲିଜ ହେଲା ସିନେମା ‘ରଙ୍ଗୁନ’ର ନୂଆ ଗୀତ

‘ବ୍ଲଡି ହେଲ’‘ୟେ ଇଶ୍କ’ ପରେ ‘ରଙ୍ଗୁନ’ ସିନେମାର ତୃତୀୟ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’ ରିଲିଜ ହୋଇ ଯାଇଛି । ଏହି ଗୀତରେ କଙ୍ଗନା ରାଣାୱତଙ୍କୁ ବବଲି ଅନ୍ଦାଜରେ ଦେଖିବା ପାଇଁ ମିଳିବ । ସିନେ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜଙ୍କ ପତ୍ନୀ ରେଖା ଭାରଦ୍ୱାଜ ଏହି ଗୀତଟିକୁ ଗାଇଛନ୍ତି । ଏହି ସିନେମା ୨୪ ଫେବ୍ରୁଆରୀରେ ରିଲିଜ ହେବ ବୋଲଇ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe