ରାସନକାର୍ଡ ଦୁର୍ନୀତି ପ୍ରତିବାଦ : ରାୟଗଡାରେ ବିଜେପିର ୧୨ ଘଂଟିଆ ବନ୍ଦ

ରାସନକାର୍ଡ ଦୁର୍ନୀତି ପ୍ରତିବାଦ : ରାୟଗଡାରେ ବିଜେପିର ୧୨ ଘଂଟିଆ ବନ୍ଦ

ରାୟଗଡା : ରାସନକାର୍ଡ ଦୁର୍ନୀତି ପ୍ରତିବାଦରେ ରାୟଗଡା ବନ୍ଦ । ରାସନକାର୍ଡ ବଂଟନ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ୧୨ ଘଂଟିଆ ବନ୍ଦ ପାଳନ କରୁଛି ବିଜେପି । ପ୍ରକୃତ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିଥିବା ବେଳେ ସରକାର ରାସନକାର୍ଡ ଫେରସ୍ତ ନାଁରେ ଜୁଲମ୍ କରୁଥିବା ଅଭିଯୋଗ ହୋଇଛି । ଏହି ବନ୍ଦର ପ୍ରଭାବ ରାୟଗଡା ସମେତ ମୁନିଗୁଡା, ଗୁଣୁପୁର, ବିଷମକଟକ ଓ ଜେ.କେ ପୁରରେ ଦେଖିବାକୁ ମିଳିଛି । ଦୋକାନ ବଜାରରେ ତାଲା ପଡିବା ସହ ଗାଡି ଚଳାଚଳ ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe