୨୦୦୮ର ବଲିଉଡ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ ତିଆରି ହେବାକୁ ଯାଉଛି । ତେବେ ପ୍ରଥମେ ଏହାର ସିକ୍ୱେଲ କରିବାକୁ ନେଇ କେହି ରାଜି ହୋଇନଥିଲେ । କିନ୍ତୁ ଏହି ଫିଲ୍ମ ନେଇ ରଣବୀର ସିଂ ଇଛା ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ସେ ଏଥିପାଇଁ ଗୋଟିଏ ସର୍ତ ରଖିଛନ୍ତି । ତାଙ୍କ ସହ ଅର୍ଜୁନ କପୁର ଏହି ଫିଲ୍ମରେ ଲିଡ୍ ରୋଲରେ ରହିବେ । ଏହା ପୁର୍ବରୁ ଫିଲ୍ମ ଗୁଣ୍ଡେ ରେ ମଧ୍ୟ ଏହି ଦୁଇ ଯୋଡି ଏକାଠି ନଜର ଆସିଥିଲେ ।
ଆସିପାରେ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ : ପୁଣି ଥରେ ଏକାଠି ହେବେ ରଣବୀର ସିଂ ଓ ଅର୍ଜୁନ କପୁର
/kanak/media/post_attachments/wp-content/uploads/2016/10/ranveer-singh-arjun-kapoor_640x480_61432885234.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)