ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର ହେଲେ ରଣଦୀପ ହୁଡ୍ଡା !

ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର ହେଲେ ରଣଦୀପ ହୁଡ୍ଡା !

source: indianexpress.com

କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ଫାୟାର ଆଡଭାଇଜରି କାଉନ୍ସିଲ (ଏସ୍ଏଫ୍ଏସ୍ସି) ପକ୍ଷରୁ ବଲିଉଡ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଭାରତର ଅଗ୍ନିସମ ବିଭାଗର ବ୍ରାଣ୍ଡ ଆମ୍ବାସାଡର ରୂପେ ଚୟନ କରାଯାଇଛି।

ମୁମ୍ବାଇ ଦମକଳ ସେବାର ମୁଖ୍ୟ ଅଗ୍ନିସମ ଅଧିକାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ସେବା ପାଇଁ ଜଣେ ବ୍ରାଣ୍ଡ ଆମ୍ବାସାଡର ରହିଥାନ୍ତି। ଏଥିପାଇଁ ଅଭିନେତା ହୁଡ୍ଡାଙ୍କୁ ବ୍ରାଣ୍ଡ ଆମ୍ବାସାଡର ରୂପେ ଚୟନ କରାଯାଇଛି। ସେ ଭବିଷ୍ୟତରେ ବିଭିନ୍ନ ଅଗ୍ନି ସୁରକ୍ଷା ଅଭିଯାନରେ ସାମିଲ ହେବେ। ତେବେ ପୂର୍ବରୁ ମଧ୍ୟ ରଣଦୀପ ଅଗ୍ନିସମ  ବିଭାଗର ବ୍ରାଣ୍ଡ ଆମ୍ବାସାଡର ରହି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe