ପ୍ରଥମେ ଲିକ୍ ଏବେ ରିଲିଜ୍ ! ଆସିଲା ନ୍ୟୁଡ୍ ନାୟିକା ରାଧିକା ଆପ୍ତେଙ୍କ ଫିଲ୍ମ ‘ପାର୍ଚଡ୍’ର ଟ୍ରେଲର୍

ପ୍ରଥମେ ଲିକ୍ ଏବେ ରିଲିଜ୍ ! ଆସିଲା ନ୍ୟୁଡ୍ ନାୟିକା ରାଧିକା ଆପ୍ତେଙ୍କ ଫିଲ୍ମ ‘ପାର୍ଚଡ୍’ର ଟ୍ରେଲର୍

Pic courtesy : http://static.dnaindia.com/sites/default/files/styles/half/public/2016/09/07/499028-parched-3.jpg?itok=k2ONghzF

ରିଲିଜ୍ ହୋଇଛି ବଲିଉଡର ବିବାଦୀୟ କୁଇନ୍ ରାଧିକା ଆପ୍ତେଙ୍କ ଅପକମିଙ୍ଗ୍ ମୁଭି ‘ପାର୍ଚଡ୍’ ର ଟ୍ରେଲର୍ । ରିଲିଜ୍ ଆଗରୁ କିନ୍ତୁ ବହୁତ ଚର୍ଚ୍ଚା ସାଉଁଟି ସାରିଛି ଏହି ମୁଭି । ରାଧିକାଙ୍କ ବ୍ୟତୀତ ଫିଲ୍ମରେ ନଜର ଆସିବେ ଆଦିଲ୍ ହୁସୈନ୍ , ସୁରବିନ୍ ଚାୱଲା, ତନିଷ୍ଠା ଚାଟାର୍ଜୀ ଓ ସୟାନି ଗୁପ୍ତା । ଲୀନା ଯାଦବଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ୪ ଜଣ ମହିଳାଙ୍କ କାହାଣୀକୁ ସ୍ଥାନ ଦିଆଯାଇଛି । ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କ ହୋମ ପ୍ରଡକ୍ସନ ଫିଲ୍ମ ‘ପାର୍ଚଡ୍’ ସେପ୍ଟେମ୍ବର ୨୩ରେ ରିଲିଜ ହେବ ।

କିଛି ଦିନ ତଳେ ଫିଲ୍ମରେ ରାଧିକା ଓ ଆଦିଲଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍ ହୋଇଥିଲା । ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ପରେ ଏହି ଭିଡିଓ ପର୍ଣ୍ଣ ମୁଭି ଭାବରେ ବିକ୍ରି ମଧ୍ୟ ହୋଇଥିଲା। ଏହା ସହ ରାଧିକାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା ।

ଏହା ସହ ରାଧିକା ଆପ୍ତେଙ୍କ ଅନଲାଇନ୍ ସେନ୍ସେସନ୍ : ଲିକ୍ ହେଲା ନ୍ୟୁଡ୍ ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe