କାଷ୍ଟିଂ କାଉଚର ବୁଢିଆଣି ଜାଲରେ ବଲିଉଡ୍ : ମୁହଁ ଖୋଲିଲେ ନ୍ୟୁଡ୍ ନାୟିକା ରାଧିକା ଆପ୍ତେ

କାଷ୍ଟିଂ କାଉଚର ବୁଢିଆଣି ଜାଲରେ ବଲିଉଡ୍ : ମୁହଁ ଖୋଲିଲେ ନ୍ୟୁଡ୍ ନାୟିକା ରାଧିକା ଆପ୍ତେ

ବଲିଉଡର ନ୍ୟୁଡ୍ ନାୟିକା ରାଧିକା ଆପ୍ତେ । ନିଜର ବୋଲ୍ଡ ସିନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ବିବାଦୀୟ କୁଇନ୍ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି । ଏକଥା ରାଧିକା ନିଜେ ସ୍ୱିକାର କରିଛନ୍ତି । ବଲିଉଡରେ ଏକ ଫିଲ୍ମ କରିବା ପାଇଁ ତାଙ୍କୁ ଅଫର୍ ମିଳିଥିଲା । କିନ୍ତୁ ଫିଲ୍ମ ବଦଳରେ ତାଙ୍କୁ ନାୟକଙ୍କ ସହ କମ୍ପ୍ରମାଇଜ୍ କରିବା ପାଇଁ କୁହାଯାଇଥିଲା । ତେବେ ସେ ଏପରି ଅଫରକୁ ମନା କରି ଦେଇଥିଲେ । କାଷ୍ଟିଂ କାଉଚ୍ ବିରୋଧରେ ମୁହଁ ଖୋଲି ରାଧିକା ଆପ୍ତେ ପ୍ରମାଣ କରି ଦେଇଛନ୍ତି ସେ କେବଳ ରିଲରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ କାଫି ବୋଲ୍ଡ ।

ଏହା ସହ ଦେଖନ୍ତୁ : ରାଧିକା ଆପ୍ତେଙ୍କ ଅନଲାଇନ୍ ସେନ୍ସେସନ୍ : ଲିକ୍ ହେଲା ନ୍ୟୁଡ୍ ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe