କନକ ବ୍ୟୁରୋ : ଏବେ ଜୋରସୋରରେ ଚାଲିଛି ମଂଜରୀ ମୁଭି ଛାତିତଳେ ଡିଂଗ ଡଂଗର ସୁଟିଂ । କନକ ନ୍ୟୁଜ୍ ଷ୍ଟୁଡିଓରେ ଚାଲିଛି ଏକ ଭିନ୍ନ ଦୃଶ୍ୟର ସୁଟିଂ । କନକ ନ୍ୟୁଜ୍ ମହାବିତର୍କ ଶୈଳୀର ଏକ ଦୃଶ୍ୟର ସୁଟିଂ ଚାଲିଛି । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ ଉତ୍ସାହିତ ଅଛନ୍ତି ।
ଇତି ମଧ୍ୟରେ ଫିଲ୍ମର ୧୦ ଦିନର ସୁଟିଂ ଶେଷ ହୋଇଛି । ପୂଜା ବଜାରରେ ଏହି ଫିଲ୍ମ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସେପଟେ ଆଜି ରେଡିଓ ଚକୋଲେଟ ୧୦୪ ଏଫଏମରେ ରିଲିଜ୍ ହେଉଛି ଫିଲ୍ମର ଟାଇଟଲ ଟ୍ରାକ୍ । ମଳୟ ମିଶ୍ର ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି । ଏଗୁଡିକ ଦର୍ଶକଙ୍କ ମନ କିଣିବ ବୋଲି ଫିଲ୍ମର କଳାକାରମାନେ ଆଶା ପ୍ରକାଶ କରିଛନ୍ତି ।
ଦେଖନ୍ତୁ ସୁଟିଂ ସେଟର ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/2-8.jpg)