ମହାନଦୀ ମଧୁସେତୁରେ ଲାଇଟ୍ ସଂଯୋଗକୁ ନେଇ ଅଭିନବ ପ୍ରତିବାଦ । ଲଣ୍ଠନ ଜଳାଇ ଶହ ଶହ ଗ୍ରାମବାସୀ କଲେ ରାଲି 

ମହାନଦୀ ମଧୁସେତୁରେ ଲାଇଟ୍ ସଂଯୋଗକୁ ନେଇ ଅଭିନବ ପ୍ରତିବାଦ । ଲଣ୍ଠନ ଜଳାଇ ଶହ ଶହ ଗ୍ରାମବାସୀ କଲେ ରାଲି 

କନକ ବ୍ୟୁରୋ : ଚୌଦ୍ୱାର ଥାନା ନୂଆ ପାଠଣା ଗାଁ ସହ କଟକକୁ ସଂଯୋଗ କରୁଥିବା ମହାନଦୀ ମଧୁସେତୁରେ ଲାଇଟ୍ ସଂଯୋଗକୁ ନେଇ ଅଭିନବ ପ୍ରତିବାଦ । ଲଣ୍ଠନ ଜଳାଇ ଶହ ଶହ ଗ୍ରାମବାସୀ ସରପଂଚଙ୍କ ନେତୃତ୍ୱରେ କଲେ ରାଲି । ସେତୁରେ ବାଲି ସଫେଇ, ଲାଇଟ୍ ସଂଯୋଗ ଦାବି ନେଇ ଏହି ଶୋଭାଯାତ୍ରା କରିଛନ୍ତି ଆଂଚଳିକ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଲୋକେ । ଆଗକୁ ବାଲିଯାତ୍ରା ଓ ପ୍ରସିଦ୍ଧ ବାବା ଧବଳେଶ୍ୱର ଯାତ୍ରା ଥିବାରୁ ଲାଇଟ୍, ସିସି ଟିଭି ଓ ବାଲି ସଫେଇର ନିହାତି ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe